ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadର ବ୍ଯାଟରି ପ୍ରତିଶତ ଦେଖାନ୍ତୁ

ସ୍ଥିତି ବାର୍‌ରେ ଆପଣ ଦେଖିପାରିବେ ଯେ, ଆପଣଙ୍କ iPad ବ୍ଯାଟରିରେ କେତେ ଚାର୍ଜ୍ ଅଛି। ଆପଣ ନିଜ iPad ଏବଂ ସଂଯୁକ୍ତ ହୋଇଥିବା ଆକ୍ସେସରି (AirPods, Apple Pencil ଇତ୍ଯାଦି ସମେତ)ର ବ୍ଯାଟରି ସ୍ତର ଉପରେ ନଜର ରଖିବା ପାଇଁ ହୋମ୍ ସ୍କ୍ରୀନ୍‌ରେ ଏକ ୱିଜେଟ୍ ମଧ୍ଯ ଯୋଡ଼ିପାରିବେ।

ସ୍ଥିତି ବାର୍‌ରେ iPadର ବ୍ଯାଟରି ପ୍ରତିଶତ ଦେଖନ୍ତୁ

ସେଟିଂସ୍ > ବ୍ଯାଟରିକୁ ଯାଆନ୍ତୁ, ତା’ପରେ ବ୍ଯାଟରି ପ୍ରତିଶତ ଚାଲୁ କରନ୍ତୁ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଏକ ବ୍ଯାଟରି ୱିଜେଟ୍ ଯୋଡ଼ନ୍ତୁ

ଆପଣଙ୍କ ବ୍ଯାଟରି କିପରି କାମ କରେ ତାହା ବୁଝିବାକୁ Apple ଲିଥିଅମ୍-ଆୟନ୍ ବ୍ଯାଟରି ୱେବ୍‌ସାଇଟ୍ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.