ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad Air (5ମ ଜେନରେଶନ୍)

iPad Air (5ମ ଜେନରେଶନ୍)ରେ କ୍ଯାମେରା, ବଟନ୍ ଏବଂ ଅନ୍ଯ ଆବଶ୍ଯକୀୟ ହାର୍ଡ୍‌ୱେୟର୍ ଫୀଚର୍‌ଗୁଡ଼ିକର ଲୋକେଶନ୍ ଜାଣନ୍ତୁ।

ଶୀର୍ଷ କେନ୍ଦ୍ରରେ ଫ୍ରଣ୍ଟ୍‌ କ୍ୟାମେରାକୁ କଲ୍‌ଆଉଟ୍ ସହିତ iPad Airର ଫ୍ରଣ୍ଟ୍‌ ଭ୍ଯୁ, ଶୀର୍ଷ ଡାହାଣ ପାର୍ଶ୍ବରେ ଶୀର୍ଷ ବଟନ୍ ଏବଂ Touch ID ଏବଂ ଡାହାଣ ପାର୍ଶ୍ବରେ ଭଲ୍ୟୁମ୍ ବଟନ୍ ଅଛି।

1 ଫ୍ରଣ୍ଟ୍‌ କ୍ଯାମେରା

2 ଶୀର୍ଷ ବଟନ୍/Touch ID

3 ଭଲ୍ଯୂମ୍‌ ବଟନ୍‌

ଶୀର୍ଷ ବାମରେ ରିଅର୍‌ କ୍ୟାମେରାକୁ କଲ୍ ଆଉଟ୍ ସହ iPad Airର ବ୍ଯାକ୍ ଭ୍ଯୂ, ନିମ୍ନ କେନ୍ଦ୍ରରେ Smart Connector ଏବଂ USB-C କନେକ୍ଟର୍, ନିମ୍ନ ବାମ ପାର୍ଶ୍ବରେ SIM ଟ୍ରେ (Wi-Fi + Cellular) ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍।

4 ରିଅର୍‌ କ୍ଯାମେରା

5 Smart Connector

6 USB-C କନେକ୍ଟର୍‌

7 SIM ଟ୍ରେ (Wi-Fi + cellular)

8 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.