ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା କାଲ୍‌କୁଲେଟର୍‌ରେ ପୂର୍ବ ଗଣନା ଦେଖନ୍ତୁ

ବେସିକ୍ କିମ୍ବା ବୈଜ୍ଞାନିକ କାଲ୍‌କୁଲେଟର୍‌ରେ ପୂର୍ବ ଗଣନାଗୁଡ଼ିକର ଟ୍ରାକ୍ ରଖନ୍ତୁ ଏବଂ କାଲ୍‌କୁଲେଟର୍‌ କିମ୍ୱା ଅନ୍ଯ ଆପ୍‌ରେ ବ୍ଯବହାର କରିବା ପାଇଁ ସେଥିରୁ ଫଳାଫଳ କପି କରନ୍ତୁ।

iPadର କାଲ୍‌କୁଲେଟର୍‌ରେ ବାମ ପାର୍ଶ୍ୱରେ ଗଣନା ହିଷ୍ଟ୍ରି ଅଛି।
  1. ଆପଣଙ୍କ iPadରେ କାଲ୍‌କୁଲେଟର୍‌ ଆପ୍‌ କୁ ଯାଆନ୍ତୁ।

  2. “କାଲ୍‌କୁଲେଟର୍‌ ମୋଡ୍” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ବେସିକ୍ କିମ୍ୱା ବୈଜ୍ଞାନିକ ଚୟନ କରନ୍ତୁ।

  3. ସାଇଡ୍‌ବାର୍ ବଟନ୍ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତରେ ଯେକୌଣସି ଗୋଟିଏ କରନ୍ତୁ:

    • ଗଣନା ପୁଣି ଲୋଡ୍ କରନ୍ତୁ: ଲିଷ୍ଟିଂରେ ଟାପ୍‌ କରନ୍ତୁ। ଗଣନା ସେହି ସ୍ଥାନରୁ ଦେଖାଯାଏ ଯେଉଁଠାରେ ଆପଣ ପୂର୍ବରୁ ଛାଡ଼ିଥିଲେ।

    • ଉତ୍ତର କପି କରନ୍ତୁ: ଲିଷ୍ଟିଂକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଏକ୍ସପ୍ରେଶନ୍ କପି କରନ୍ତୁ” କିମ୍ବା “ଫଳାଫଳ କପି କରନ୍ତୁ”ରେ ଟାପ୍‌ କରନ୍ତୁ।

    • ଗଣନା ଡିଲିଟ୍ କରନ୍ତୁ: ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ ଟ୍ରାଶ୍ ବଟନ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.