ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Apple TV ଆପ୍‌ରେ ଆପଣଙ୍କ TV ପ୍ରୋଭାଇଡର୍ ଯୋଡ଼ନ୍ତୁ

ଆପଣ ଆପଣଙ୍କ କେବୁଲ୍ କିମ୍ୱା ସାଟେଲାଇଟ୍ ସେବାରେ Apple TV ଆପ୍‌କୁ ଯୋଡ଼ିପାରିବେ ଏବଂ ଆପଣଙ୍କ iPhone, iPad, Mac, Apple TV, Apple Vision Pro ଏବଂ ସମର୍ଥିତ ସ୍ମାର୍ଟ୍‌ ଟିଭି ଏବଂ ଷ୍ଟ୍ରୀମିଂ ଡିଭାଇସ୍‌ରେ ଶୋ’ ଏବଂ ମୂଭି ଦେଖିପାରିବେ।

Apple TV ଆପ୍‌ରେ ଆପଣଙ୍କ କେବୁଲ୍ କିମ୍ବା ସାଟେଲାଇଟ୍ ସେବା ଯୋଡ଼ନ୍ତୁ

ଏକକ ସାଇନ୍-ଅନ୍ ଆପଣଙ୍କ ସବ୍‌ସ୍କ୍ରିପ୍‌ଶନ୍‌ ପ୍ୟାକେଜ୍‌ରେ ଥିବା ସମସ୍ତ ସମର୍ଥିତ ଭିଡିଓ ଆପ୍‌କୁ ତୁରନ୍ତ ଆକ୍ସେସ୍‌ ପ୍ରଦାନ କରେ।

  1. ସେଟିଂସ୍ > ସାଧାରଣ > TV ପ୍ରୋଭାଇଡର୍‌କୁ ଯାଆନ୍ତୁ।

  2. ଆପଣଙ୍କ TV ପ୍ରୋଭାଇଡର୍ ବାଛନ୍ତୁ, ତା’ପରେ ଆପଣଙ୍କ ପ୍ରୋଭାଇଡର୍‌ଙ୍କ କ୍ରେଡେନ୍‌ଶଲ୍‌ରେ ସାଇନ୍ ଇନ୍ କରନ୍ତୁ।

ଯଦି ଆପଣଙ୍କର TV ପ୍ରୋଭାଇଡର୍‌ଙ୍କୁ ଲିଷ୍ଟ୍‌ କରାଯାଇନାହିଁ, ତେବେ ଆପଣ ବ୍ଯବହାର କରିବାକୁ ଚାହୁଁଥିବା ଆପ୍‌ରୁ ସିଧାସଳଖ ସାଇନ୍ ଇନ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.