ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad mini (6ଷ୍ଠ ଜେନରେଶନ୍)

iPad mini (6ୟ ଜେନରେଶନ୍)ରେ କ୍ଯାମେରା, ବଟନ୍ ଏବଂ ଅନ୍ଯ ଆବଶ୍ଯକୀୟ ହାର୍ଡ୍‌ୱେୟର୍ ଫୀଚର୍‌ଗୁଡ଼ିକର ଲୋକେଶନ୍ ଜାଣନ୍ତୁ।

ଉପର ବାମରେ ଥିବା ଭଲ୍ଯୂମ୍‌ ବଟନ୍‌କୁ କଲଆଉଟ୍ ସହିତ iPad Miniର ଫ୍ରଣ୍ଟ୍ ଭ୍ଯୂ, ଉପର ମଧ‍୍ୟଭାଗରେ ଥିବା ଫ୍ରଣ୍ଟ୍ କ୍ଯାମେରା ଏବଂ ଉପର ଡାହାଣରେ ଥିବା Touch ID ସହିତ ଉପର ବଟନ୍।

1 ଭଲ୍ଯୁମ୍ ବଟନ୍

2 ଫ୍ରଣ୍ଟ୍ କ୍ଯାମେରା

3 ଶୀର୍ଷ ବଟନ୍/Touch ID

ରିଅର୍‌ କ୍ୟାମେରାରେ କଲ୍ ଆଉଟ୍ ଏବଂ ଶୀର୍ଷ ବାମ ପାର୍ଶ୍ବରେ ଫ୍ଲାଶ୍‌ ଥିବା iPad miniର ପଛ ଦୃଶ୍ୟ, ନିମ୍ନ କେନ୍ଦ୍ରରେ USB-C କନେକ୍ଟର୍‌, ନିମ୍ନ ବାମ ପାର୍ଶ୍ବରେ SIM ଟ୍ରେ (Wi-Fi + Cellular) ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍‌।

4 ରିଅର୍‌ କ୍ଯାମେରା

5 ଫ୍ଲାଶ୍‌

6 USB-C କନେକ୍ଟର୍‌

7 SIM ଟ୍ରେ (Wi-Fi + cellular)

8 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.