ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ସହିତ Apple Pencil Pro ଯୋଡ଼ନ୍ତୁ ଏବଂ ଚାର୍ଜ୍‌ କରନ୍ତୁ

ସୁସଙ୍ଗତ iPadର ଲମ୍ବା ପାର୍ଶ୍ୱରେ ଥିବା ଚୁମ୍ବକୀୟ କନେକ୍ଟର୍ ସହିତ Apple Pencil Pro ଯୋଡ଼ନ୍ତୁ ଏବଂ ଚାର୍ଜ୍‌ କରନ୍ତୁ।

iPad ସହିତ Apple Pencil Pro ପେୟର୍ କରନ୍ତୁ

ଆପଣଙ୍କ iPadର ଲମ୍ବା ପାର୍ଶ୍ୱରେ ଚୁମ୍ବକୀଯ଼ କନେକ୍ଟର୍ ସହିତ Apple Pencil Pro ସଂଲଗ୍ନ କରନ୍ତୁ।

Apple Pencil Pro ଚାର୍ଜ୍‌ କରନ୍ତୁ

  1. ନିଶ୍ଚିତ କରନ୍ତୁ ଯେ ସେଟିଂସ୍‌  > Bluetoothରେ Bluetooth® ଚାଲୁ ଅଛି।

  2. ଆପଣଙ୍କ iPadର ଲମ୍ବା ପାର୍ଶ୍ୱରେ ଚୁମ୍ବକୀଯ଼ କନେକ୍ଟର୍ ସହିତ Apple Pencil Pro ସଂଲଗ୍ନ କରନ୍ତୁ।

Apple Pencilର ବ୍ଯାଟରି ସ୍ତର ଯାଞ୍ଚ କରନ୍ତୁ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.