ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆକ୍ସେସିବିଲିଟି ପାଇଁ Apple Pencil ଡବଲ୍-ଟାପ୍ ଏବଂ ସ୍କ୍ୱିଜ୍ ସେଟିଂସ୍ ବଦଳାନ୍ତୁ

ଯଦି ଆପଣ Apple Pencilରେ ଡବଲ୍ ଟାପ୍ କିମ୍ବା ସ୍କ୍ୱିଜ୍ ବ୍ଯବହାର କରିବାରେ ଅସୁବିଧା ଅନୁଭବ କରନ୍ତି, ତେବେ ଆପଣ ଆକ୍ସେସିବିଲିଟି ପାଇଁ Apple Pencil ସେଟିଂସ୍ ଆଡ୍‌ଜଷ୍ଟ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ସମର୍ଥିତ iPad ମଡେଲ୍ରେ Apple Pencil (2ୟ ଜେନେରେଶନ୍) ଏବଂ Apple Pencil Proରେ ଡବଲ୍ ଟାପ୍ ଉପଲବ୍ଧ। ସ୍କ୍ୱିଜ୍ Apple Pencil Pro ସହିତ ସମର୍ଥିତ iPad ମଡେଲ୍‌ରେ ଉପଲବ୍ଧ।

  1. ସେଟିଂସ୍‌  > ଆକ୍ସେସିବିଲିଟି > Apple Pencilକୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ସ୍କ୍ୱିଜ୍ ଆକ୍ସନ୍ ପାଇଁ ଆପଣଙ୍କୁ କେତେ ଜୋର୍‌ରେ ଦବାଇବା ଆବଶ୍ଯକ ତାହା ଆଡ୍‌ଜଷ୍ଟ୍ କରିବାକୁ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ। ଅତିରିକ୍ତ ଦୃଢତା ବିକଳ୍ପ ପାଇଁ ଏକ୍ସଟେଣ୍ଡେଡ୍ ରେଞ୍ଜ୍ ଚାଲୁ କରନ୍ତୁ।

    • ଡବଲ୍ ଟାପ୍ ଚାଲୁ କିମ୍ବା ବନ୍ଦ କରନ୍ତୁ।

    • ଡବଲ୍ ଟାପ୍ ପାଇଁ ଏକ ଧୀର ଅବଧି ବାଛନ୍ତୁ।

ଟିପ୍‌: Apple Pencil ସେଟିଂସ୍‌ରେ Apple Pencil କଷ୍ଟମାଇଜ୍ କରିବା ପାଇଁ ଅଧିକ ବିକଳ୍ପ ଉପଲବ୍ଧ। ସେଟିଂସ୍ >Apple Pencilକୁ ଯାଆନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.