ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad mini (A17 Pro)

iPad mini (A17 Pro)ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍‌ ଫୀଚର୍‌ର ଲୋକେଶନ୍‌ ଜାଣନ୍ତୁ।

ଉପର ବାମ ପାର୍ଶ୍ୱରେ ଭଲ୍ଯୂମ୍‌ ବଟନ୍ ପାଇଁ କଲ୍ଆଉଟ୍ ସହିତ iPad mini (A17 Pro)ର ଫ୍ରଣ୍ଟ୍ ଭ୍ଯୂ, ଉପର ମଧ‍୍ୟଭାଗରେ ଫ୍ରଣ୍ଟ୍ କ୍ଯାମେରା ଏବଂ ଉପର ଡାହାଣ ପାର୍ଶ୍ୱରେ Touch ID ସହିତ ଶୀର୍ଷ ବଟନ୍।

1 ଭଲ୍ଯୁମ୍ ବଟନ୍

2 ଫ୍ରଣ୍ଟ୍ କ୍ଯାମେରା

3 ଶୀର୍ଷ ବଟନ୍/Touch ID

iPad mini (A17 Pro)ର ପଛ ଦୃଶ୍ଯ, ରିଅର୍‌ କ୍ଯାମେରାରେ କଲ୍‌ଆଉଟ୍ ସହିତ ଏବଂ ଶୀର୍ଷ ବାମ ପାର୍ଶ୍ବରେ ଫ୍ଲାଶ୍‌, ନିମ୍ନ କେନ୍ଦ୍ରରେ USB-C କନେକ୍ଟର୍ ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍।

4 ରିଅର୍‌ କ୍ଯାମେରା

5 ଫ୍ଲାଶ୍‌

6 USB-C କନେକ୍ଟର୍‌

7 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.