ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଏକ କେବଲ୍ ମାଧ୍ଯମରେ iPad ଏବଂ ଆପଣଙ୍କ କମ୍ପ୍ଯୁଟର୍‌କୁ ସଂଯୋଗ କରନ୍ତୁ

ଆପଣଙ୍କ iPadକୁ OS X 10.9 କିମ୍ବା ତା'ପରେ ଥିବା Macକୁ ସିଧାସଳଖ ସଂଯୋଗ କରିବା ପାଇଁ କିମ୍ବା Windows 7 କିମ୍ବା ତା'ପରେ ଥିବା ଏକ Windows ଡିଭାଇସ୍‌କୁ ସଂଯୋଗ କରିବା ପାଇଁ ଆପଣ ଏକ କେବଲ୍ ବ୍ୟବହାର କରିପାରିବେ।

ଆପଣଙ୍କ iPad ପାଇଁ ଚାର୍ଜିଂ କେବଲ୍ ବ୍ୟବହାର କରି, iPadକୁ ଆପଣଙ୍କ କମ୍ପ୍ଯୁଟର୍‌ର USB ପୋର୍ଟ୍‌ରେ ସଂଯୋଗ କରନ୍ତୁ। ଯଦି କେବୁଲ୍ ଆପଣଙ୍କ କମ୍ପ୍ଯୁଟର୍‌ରେ ଥିବା ପୋର୍ଟ୍‌ ସହ ସୁସଙ୍ଗତ ନୁହେଁ, ତେବେ ଆପଣଙ୍କୁ ଏକ ଆଡାପ୍ଟର୍ ବ୍ୟବହାର କରିବାକୁ ପଡ଼ିବ (ଅଲଗା ବିକ୍ରି ହୁଏ)।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ iPadରେ ଏହି କମ୍ପ୍ଯୁଟର୍‌କୁ ବିଶ୍ୱାସ କରିବେ ନା ନାହିଁ ପାଇଁ ଏକ ଆଲର୍ଟ୍‌ ଦେଖାଗଲେ, “ବିଶ୍ୱାସ କରନ୍ତୁ” ଚୟନ କରନ୍ତୁ। (Apple ସହାୟତା ଆର୍ଟିକଲ୍ ’ଏହି କମ୍ପ୍ଯୁଟର୍‌ର ଆଲର୍ଟ୍‌ ବିଶ୍ବାସ କରନ୍ତୁ’ ବିଷୟରେ ଦେଖନ୍ତୁ।

ଆପଣ ନିଜ iPadକୁ ଏକ କେବୁଲ୍ ସହୟତାରେ ଏକ କମ୍ପ୍ୟୁଟର ସହ ସଂଯୋଗ କରିବା ପରେ, ଆପଣ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କାର୍ଯ୍ଯ କରିପାରିବେ:

iPad ଆପଣଙ୍କ କମ୍ପ୍ୟୁଟର୍‌ ସହ ସଂଯୁକ୍ତ ଥିବା ଏବଂ ଆପଣଙ୍କ କମ୍ପ୍ୟୁଟର୍‌ ପାୱର୍‌ ସହ ସଂଯୁକ୍ତ ଥିବା ସମୟରେ iPadର ବ୍ୟାଟରି ଚାର୍ଜ୍‌ ହୋଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.