ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ମ୍ଯୂଜିକ୍‌ ଆପ୍‌ରେ ଏକ ସହଯୋଗୀ ପ୍ଲେଲିଷ୍ଟ୍‌ରେ ଯୋଗ ଦିଅନ୍ତୁ

ଯଦି ଆପଣ Apple Musicକୁ ସବ୍‌ସ୍କ୍ରାଇବ୍‌ କରନ୍ତି ଏବଂ କୌଣସି ବ୍ଯକ୍ତି ଆପଣଙ୍କୁ ଏକ ପ୍ଲେଲିଷ୍ଟ୍‌ରେ ସହଯୋଗ କରିବାକୁ ଆମନ୍ତ୍ରଣ କରନ୍ତି, ତେବେ ଆପଣ ଏଥିରେ ଯୋଗ ଦେଇପାରିବେ ଏବଂ ତା’ପରେ ସହଯୋଗୀ ପ୍ଲେଲିଷ୍ଟ୍‌ରେ ମ୍ଯୂଜିକ୍‌ ଯୋଡ଼ିପାରିବେ, କାଢ଼ିପାରିବେ କିମ୍ବା ପୁନଃ ସଜାଇପାରିବେ ଏବଂ ଗୀତରେ ଇମୋଜି ସହିତ ପ୍ରତିକ୍ରିୟା ଦେଇପାରିବେ।

ଧ‍୍ୟାନ ଦିଅନ୍ତୁ: Apple Music ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple ସହାୟତା ଆର୍ଟିକଲ୍ Apple ମିଡିଆ ସେବାର ଉପଲବ୍ଧତା ଦେଖନ୍ତୁ।

  1. ଆପଣଙ୍କ iPadରେ, ଆପଣ ପ୍ରାପ୍ତ କରିଥିବା ଲିଙ୍କ୍‌ରେ ଟାପ୍ କରନ୍ତୁ, ତା’ପରେ “ଯୋଗ ଦିଅନ୍ତୁ”ରେ ଟାପ୍ କରନ୍ତୁ କିମ୍ବା ଯୋଗ ଦେବା ପାଇଁ ଅନୁରୋଧ କରନ୍ତୁ (ଯଦି ସହଯୋଗୀ ପ୍ଲେଲିଷ୍ଟ୍‌ର ମାଲିକ ଆପଣଙ୍କୁ ପ୍ରଥମେ ଅନୁମୋଦନ କରିବା ଆବଶ୍ଯକ)।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.