ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Mailରେ କୀ'ବୋର୍ଡ୍ ଶର୍ଟ୍‌କଟ୍ ବ୍ଯବହାର କରନ୍ତୁ

ଯଦି ଆପଣଙ୍କର iPad ଏକ Apple ବାହ୍ଯ କୀ’ବୋର୍ଡ୍ ସହିତ ସଂଯୁକ୍ତ ଥାଏ, ତେବେ ଆପଣ କୀ’ବୋର୍ଡ୍ ଶର୍ଟ୍‌କଟ୍ ବ୍ଯବହାର କରି Mail ଆପ୍ ସହିତ ଅନେକ କାର୍ଯ୍ଯ ଶୀଘ୍ର ସମ୍ପନ୍ନ କରିପାରିବେ।

ଉପଲବ୍ଧ କୀ'ବୋର୍ଡ୍‌ଗୁଡ଼ିକର ଶର୍ଟ୍‌କଟ୍ ଦେଖିବା ପାଇଁ, ଆପଣଙ୍କ କୀ'ବୋର୍ଡ୍‌ ସହ ସଂଯୋଗ କରନ୍ତୁ, ତା’ପରେ କମାଣ୍ଡ୍ କୀ’କୁ ଦବାଇ ହୋଲ୍ଡ୍ କରି ରଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ନିଜ iPadରେ ବ୍ଯବହାର କରୁଥିବା ଭାଷା ଏବଂ କୀ’ବୋର୍ଡ୍ ଉପରେ ନିର୍ଭର କରି ଆପ୍‌ରେ କୀ’ବୋର୍ଡ୍‌ର ଶର୍ଟ୍‌କଟ୍ ଭିନ୍ନ ହୋଇପାରେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.