ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଫଣ୍ଟ୍‌ଗୁଡ଼ିକୁ ଇନ୍‌ଷ୍ଟଲ୍‌ କରି ପରିଚାଳନା କରନ୍ତୁ

ଆପଣ App Store ଆପ୍‌ରୁ ଫଣ୍ଟ୍‌କୁ ଡାଉନ୍‌ଲୋଡ୍‌ କରିପାରିବେ ଏବଂ ସେଗୁଡ଼ିକୁ ଆପଣ iPadରେ ତିଆରି କରିଥିବା ଡକ୍ଯୁମେଣ୍ଟ୍‌ରେ ବ୍ଯବହାର କରିପାରିବେ।

ଫଣ୍ଟ୍‌ ଇନ୍‌ଷ୍ଟଲ୍‌ କରନ୍ତୁ

  1. ଆପଣଙ୍କ iPadରେ App Store ଆପ୍‌ କୁ ଯାଆନ୍ତୁ।

  2. ଫଣ୍ଟ୍ ଥିବା ଏକ ଆପ୍ ପ୍ରାପ୍ତ କରନ୍ତୁ।

  3. ଫଣ୍ଟ୍ ଇନ୍‌ଷ୍ଟଲ୍‌ କରିବା ପାଇଁ ଆପ୍ ଖୋଲନ୍ତୁ।

ଫଣ୍ଟ୍‌ ପରିଚାଳନା କରନ୍ତୁ

ସେଟିଂସ୍  > ସାଧାରଣକୁ ଯାଆନ୍ତୁ, ତା’ପରେ ଫଣ୍ଟ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.