ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Safariର ଲେଆଉଟ୍ ପରିବର୍ତ୍ତନ କରନ୍ତୁ

ଆପଣ ସେହି ଟାବ୍ ବାର୍ ଲେଆଉଟ୍ ବାଛିପାରିବେ ଯାହା ଆପଣଙ୍କ ପାଇଁ ସର୍ବୋତ୍ତମ ଭାବେ କାର୍ଯ୍ଯ କରେ।

  1. ସେଟିଂସ୍‌  > ଆପ୍‌ > Safariକୁ ଯାଆନ୍ତୁ।

  2. ତଳକୁ ଟାବ୍‌ ପର୍ଯ୍ଯନ୍ତ ସ୍କ୍ରୋଲ୍ କରନ୍ତୁ, ତା’ପରେ ପୃଥକ୍‌ ଟାବ୍‌ ବାର୍ କିମ୍ବା କମ୍ପାକ୍ଟ୍ ଟାବ୍‌ ବାର୍ ଚୟନ କରନ୍ତୁ।

    ଆପଣ ଖୋଲୁଥିବା ଟ୍ଯାବ୍‌କୁ ନ ଛାଡ଼ି ଆପଣ ଯେତେ ଚାହିଁବେ ଲେଆଉଟ୍ ମଧ୍ଯରେ ମୂଭ୍‌ କରି ପାରିବେ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ କମ୍ପାକ୍ଟ ଟ୍ଯାବ୍‌ ବାର୍ ଲେଆଉଟ୍ ବ୍ଯବହାର କରୁଛନ୍ତି, ତେବେ ଏହି ଗାଇଡ୍‌ରେ ବର୍ଣ୍ଣିତ ଠାରୁ ମେନ୍ଯୁ ଏବଂ ଲେଆଉଟ୍ ଭିନ୍ନ ଦେଖାଯାଇପାରେ।

ଶୀର୍ଷରେ ଥିବା ଟାବ୍‌ ବ୍ଯବହାର କରିବା ପାଇଁ ବିକଳ୍ପ ଦେଖାଉଥିବା ସାଇଡ୍‌ବାର୍‌ରେ ଚୟନ କରାଯାଇଥିବା ଆପ୍ ସହିତ (ବାମରେ) ସେଟିଂସ୍ ଆପ୍ ୱିଣ୍ଡୋ ଏବଂ (ଡାହାଣରେ) ଏକ Safari ପେନ୍।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.