ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Safariରେ ଏକ ୱେବ୍‌ପେଜ୍‌ର ହାଇଲାଇଟ୍ ଦେଖନ୍ତୁ

ଆପଣ ହାଇଲାଇଟ୍ ଦେଖି ସାମ୍ପ୍ରତିକ ୱେବ୍‌ପେଜ୍‌‌ ବିଷୟରେ ଅଧିକ ଜାଣିପାରିବେ। “ହାଇଲାଇଟ୍” ଦିଗନିର୍ଦ୍ଦେଶ, ସାରାଂଶ ଏବଂ ଲୋକ, ମ୍ଯୁଜିକ୍‌, ମୂଭି ଏବଂ TV ଶୋ' ବିଷୟରେ ଅତିରିକ୍ତ ବିବରଣୀର ଲିଙ୍କ୍ ଭଳି ସହାୟକ ସୂଚନା ଶେୟର୍‌ କରେ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଦେଶ କିମ୍ବା ଅଞ୍ଚଳରେ ହାଇଲାଇଟ୍ ଉପଲବ୍ଧ ନାହିଁ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଏକ ୱେବ୍‌ପେଜ୍‌‌ ଖୋଲନ୍ତୁ।

    ଯଦି ୱେବ୍‌ପେଜ୍‌ ପାଇଁ ହାଇଲାଇଟ୍ ଉପଲବ୍ଧ ଥାଏ, ତେବେ ସର୍ଚ୍ଚ୍‌ ଫିଲ୍ଡ୍‌ର ବାମ ପାର୍ଶ୍ୱରେ “ପୃଷ୍ଠା ସେଟିଂସ୍” ବଟନ୍‌ ବଦଳରେ “ହାଇଲାଇଟ୍” ବଟନ୍‌ ଦେଖାଦେବ।

  3. “ପୃଷ୍ଠା ସେଟିଂସ୍” ବଟନ୍‌ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.