ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPadର ନାମ ପରିବର୍ତ୍ତନ କରନ୍ତୁ

ଆପଣ ନିଜର iPadର ନାମ ପରିବର୍ତ୍ତନ କରିପାରିବେ, ଯାହା iCloud, AirDrop, Bluetooth® ଏବଂ ଆପଣଙ୍କ ପର୍ସନଲ୍ ହଟ୍‌ସ୍ପଟ୍ ଏବଂ ଆପଣଙ୍କ କମ୍ପ୍ୟୁଟର୍‌ ଦ୍ୱାରା ବ୍ୟବହୃତ ହୁଏ।

  1. ସେଟିଂସ୍‌  > ସାଧାରଣ > ବିଷୟରେ > ନାମକୁ ଯାଆନ୍ତୁ।

  2. “ଟେକ୍ସ୍‌ଟ୍ କ୍ଲିଅର୍ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ, ଏକ ନୂଆ ନାମ ଲେଖନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.