ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ Apple Cash ବ୍ଯବହାର କରନ୍ତୁ

Apple Cash (U.S.ରେ ଉପଲବ୍ଧ) ବ୍ଯବହାର କରି, ଆପଣ ଟଙ୍କା ପଠାଇପାରିବେ ଏବଂ ଗ୍ରହଣ କରିପାରିବେ, Apple Card ନେଣଦେଣରୁ ନଗଦ ଫେରସ୍ତ କରିପାରିବେ, କ୍ରୟ କରିପାରିବେ ଏବଂ ଆପଣଙ୍କର Apple Cash ବାଲାନ୍ସ୍ ଆପଣଙ୍କ ବ୍ଯାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସ୍‌ଫର୍‌ କରିପାରିବେ।

Apple Cash ସେଟ୍ ଅପ୍ କରନ୍ତୁ

  1. ସେଟିଂସ୍  > ୱଲେଟ୍ ଓ Apple Payକୁ ଯାଆନ୍ତୁ।

  2. “Apple Cash”ରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍ ସେଟ୍ ଅପ୍ Apple Cash ଦେଖନ୍ତୁ।

Apple Cash ଜରିଆରେ କ୍ରୟ କରନ୍ତୁ

Apple Pay କିମ୍ବା ଭର୍ଚୁଅଲ୍ କାର୍ଡ୍ ନମ୍ବର୍‌ ବ୍ଯବହାର କରି ଆପଣ Apple Cash ସହିତ କ୍ରୟ କରିପାରିବେ:

Apple Cash ସହିତ ମେସେଜ୍‌ରେ ପେମେଣ୍ଟ୍ ପଠାନ୍ତୁ ଏବଂ ପ୍ରାପ୍ତ କରନ୍ତୁ

ଆପଣ ନିମ୍ନଲିଖିତ ଉପାୟରେ ଜଣେ ବ୍ଯକ୍ତିଙ୍କ ପାଇଁ ପେମେଣ୍ଟ୍ ଆରମ୍ଭ କରିପାରିବେ:

  • ୱଲେଟ୍‌ରେ: ଆପଣଙ୍କ iPhoneରେ ୱଲେଟ୍ ଆପ୍ କୁ ଯାଆନ୍ତୁ, Apple Cash କାର୍ଡ୍‌ରେ ଟାପ୍‌ କରନ୍ତୁ, “ପଠାନ୍ତୁ କିମ୍ବା ଅନୁରୋଧ କରନ୍ତୁ"ରେ ଟାପ୍‌ କରନ୍ତୁ, ତା’ପରେ ପ୍ରମ୍ପ୍ଟ୍‌କୁ ଅନୁସରଣ କରନ୍ତୁ।

  • ମେସେଜ୍‌ଗୁଡ଼ିକରେ: ମେସେଜ୍ ଆପ୍ କୁ ଯାଆନ୍ତୁ, ଏକ ନୂଆ ମେସେଜ୍ ଆରମ୍ଭ କରନ୍ତୁ କିମ୍ବା ଏକ "ବିଦ୍ଯମାନ ବାର୍ତ୍ତାଳାପ" ଉପରେ ଟାପ୍ କରନ୍ତୁ, “ଆପ୍” ବଟନ୍‌ରେ ଟାପ୍ କରନ୍ତୁ, Apple Cash ଉପରେ ଟାପ୍ କରନ୍ତୁ, ତା’ପରେ ପ୍ରମ୍ପ୍ଟ ଅନୁସରଣ କରନ୍ତୁ।

ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Cash ସହିତ ଟଙ୍କା ପଠାନ୍ତୁ ଏବଂ ପ୍ରାପ୍ତ କରନ୍ତୁ

ଆପଣଙ୍କ Apple Cash ପରିଚାଳନା କରନ୍ତୁ

  1. ସେଟିଂସ୍  > ୱଲେଟ୍ ଓ Apple Payକୁ ଯାଆନ୍ତୁ।

  2. Apple Cashରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

Apple Cash ଏବଂ Apple Pay ମାଧ୍ୟମରେ ପେମେଣ୍ଟ୍ ପଠାଇବା ଏବଂ ଗ୍ରହଣ କରିବା ହେଉଛି FDICର ସଦସ୍ଯ Green Dot Bank, ଦ୍ୱାରା ପ୍ରଦାନ କରାଯାଉଥିବା ସେବା।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.