ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁ

Apple ସେବା ଯେପରିକି App Store, Apple Music, iCloud, FaceTime, Apple Books ଇତ୍ଯାଦି ଆକ୍ସେସ୍ କରିବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁ।

  • ଗୋଟିଏ iPhone କିମ୍ବା iPadରେ: ସେଟିଂସ୍‌ କୁ ଯାଆନ୍ତୁ, ତା’ପରେ “Apple ଆକାଉଣ୍ଟ୍” ଉପରେ ଟାପ୍ କରନ୍ତୁ।

  • Macରେ: Apple ମେନ‍୍ୟୂ > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ତା’ପରେ ସାଇଡ୍ ବାର୍‌ରେ “ଆପଣଙ୍କ Apple ଆକାଉଣ୍ଟ୍ ସାହାଯ‍୍ୟରେ ସାଇନ୍ ଇନ୍ କରନ୍ତୁ” ଉପରେ କ୍ଲିକ୍ କରନ୍ତୁ।

ଯଦି ଆପଣଙ୍କର Apple ଆକାଉଣ୍ଟ୍ ନାହିଁ, ତେବେ ଆପଣ ଗୋଟିଏ ଆକାଉଣ୍ଟ୍ ତିଆରି କରିପାରିବେ।

ଆପଣ ନିଜ ନାମ, ଫଟୋ, କଣ୍ଟାକ୍ଟ୍ ସୂଚନା, ପାସ୍‌ଓ୍ବର୍ଡ୍, ସୁରକ୍ଷା ସେଟିଂସ୍ ଏବଂ ପେମେଣ୍ଟ୍ ଏବଂ ଡିଲିଭରି ସୂଚନା ସହିତ ନିଜର Apple ଆକାଉଣ୍ଟ୍ ସୂଚନା ଦେଖିପାରିବେ ଏବଂ ଏହାକୁ ପରିବର୍ତ୍ତନ କରିପାରିବେ।

ଆପଣଙ୍କ Apple ଆକାଉଣ୍ଟ୍‌ ବ୍ଯବହାର କରି ସାଇନ୍ ଇନ୍ କରିଥିବା ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ସୂଚନା ଏବଂ ବିଷୟବସ୍ତୁ ଉପଲବ୍ଧ ଅଛି। Apple ସହାୟତା ଆର୍ଟିକଲ୍ ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
Morty Proxy This is a proxified and sanitized view of the page, visit original site.